ବାଲିସାହି ଠାରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳନ

ବାଲିସାହି/ଅଳସୁଗୁମା (ବ୍ରାହ୍ମ ମୁହୂର୍ତ୍ତ):- ମର୍ତ୍ତ୍ୟଲୋକକୁ ପ୍ରଥମେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶଙ୍କର ଆଗମନ ପରେ ଧରା ଧାମ ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ଗ୍ରାମ ପଞ୍ଚାୟତର ବାଲିସାହି ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷର ବିଶ୍ଵବିନ୍ଧାଣୀ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ସ୍ଥାନୀୟ ଯୁବଗୋଷ୍ଠୀ ମାନଙ୍କ ଉଦ୍ୟମରେ ଗ୍ରାମର ସମସ୍ତ କାରିଗର ମାନଙ୍କ ସହାୟତାରେ ଅନୁଷ୍ଠିତ ହୋଇଯାଇଅଛି। 

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ