ମା ଠାକୁରାଣୀ ପୁଟବଲ ଟୁର୍ନାମେଣ୍ଟରେ ପୋଡ଼ିଗୁଡ଼ା ବିଜୟୀ
ମା ଠାକୁରାଣୀ ପୁଟବଲ ଟୁର୍ନାମେଣ୍ଟ ରେ ପୋଡ଼ିଗୁଡ଼ା ବିଜୟୀ
ଝରିଗାଁ ତା 21/10/24(ବ୍ରାହ୍ମ ମୁହୂର୍ତ୍ତ)-:ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ବ୍ୟପIରିଭଟା ଗାଁ ରେ ପଞ୍ଚମ ଦିବସ ମା ଠାକୁରାଣୀ ପୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ରେ 32 ଟିମ ଅଂଶଗ୍ରହଣ କରିଥିଲେ ଆଜି ଫାଇନାଲରେ 2 ଟି ମଧ୍ୟରୁ ପୋଡାଇଗୁଡା ଓ ଦୁକଲାହାଣ୍ଡି ମଧ୍ୟରେ ଫାଇନାଲ କୁ ପ୍ରବେଶ କରିଥିଲେ l ଏହି ଦୁଇଟି ଟିମ ମଧ୍ୟରେ ଫାଇନାଲ ଖେଳିବାବେଳେ ଗୋଲ ହଇନଥିବI ବେଳେ, ତାପରେ ତୁଇ ଦୋଳ ମଧ୍ୟରେ ପ୍ଲାଣ୍ଟକି ଶୋଟ ହଇ ଥିବା ବେଳେ 2 ଗଲ ପଡାଇ ଗୁଡା ଦେଇଥିବା ବେଳେ ଡୁକୁଲାହାଣ୍ଡି 1 ଗଲ କରି ଟାଇମ ସମାପ୍ତ ହୋଇଥିଲା l ଏତିକି ବିତରୁ ପଡାଇଗୁଡା ବିଜୟୀ ହୋଇଛି ଓ ଦୁକୁଲା ହାଣ୍ଡି ପରାଜିତ ହୋଇଥିଲା l ଏ ଟୁର୍ନାମେଣ୍ଟ ରେ ବିଜୟୀ ଦଳ କୁ 15ହଜାର ଟଙ୍କା ଓ ଏକ ସୁନ୍ଦର ଟ୍ରଫି ପ୍ରଦାନ କରାଯାଇଥିଲା ଓ ପରାଜିତ ଦଳ କୁ ମଧ୍ୟ୍ୟ 10 ହଜାର ଟଙ୍କା ସୁନ୍ଦର ଟ୍ରଫି ପ୍ରଧାନ କରାଯାଇଥିଲା ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଝରିଗାଁ ବିଧାୟକ ନରସିଂହ ଭତରା , ପଞ୍ଚା ନନ ବାବIଳି, ମିଡିଆ ପ୍ରଭାରୀ ଗିରି ମାଝୀ, ଯୁବମୂର୍ଚ୍ଚା ଜେନେରାଲ ସେକେର୍ଟ୍ରି ସୁଦାମା ତିୱାରୀ ,ସମିରନ,ଉପସ୍ଥିତ ଥିଲେ , ଏଇ କର୍ଯାକର୍ମକୁ ରତିରାମ ରାଜଗଣ୍ଡ, ହେମନ୍ତ କଲାର, ଜଗେନ୍ଦ୍ର କଲାର, ସୀମାଞ୍ଚଳ କଲାର, ଲୋକେଶ କଲାର, ମଣ୍ଟୁ ମିଶ୍ର, ମIଧାବ କଲାର, ମେସନ ରାଜଗଣ୍ଡ, ତ୍ରିନାଥ ପାଣ୍ଡେ, ସମ୍ବଡ ରାଜଗୋଣ୍ଡ ସହଯୋଗ କରିଥିଲେ
Comments
Post a Comment