ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଗନ୍ନାଥ ପ୍ରସାଦ (ବ୍ରାହ୍ମ ମୁହୂର୍ତ୍ତ):- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ର ବାର ଦିନ ୨ଟା ୩୦ ସମୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଡ଼କ୍ଟର ଦୀପ୍ତି ମୟୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାମମଣି ଦେଇଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଦୀର୍ଘ ୨୬ ବର୍ଷ ରୁ ଉର୍ଦ୍ଧ୍ବ ହେବ ଚାକିରୀ କରି ଆସୁଥିବା ବେଳେ ଆଜି କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଜନ ସାଧାରଣ ଙ୍କୁ ଉତ୍ତମ ସେବା ଦେବା ସହିତ କର୍ମଚାରୀଙ୍କ ସହିତ ସୁସମ୍ପର୍କ ରଖିଥିଲେ । କାର୍ଯ୍ୟକ୍ରମରେ ଫର୍ମାସିଷ୍ଟ ଚିତ୍ରସେନ ନାୟକ, ମୃତ୍ୟୁଞ୍ଜୟ ପଣ୍ଡା,ବିଷ୍ଣୁ ସେଠି,ଉଦୟ ପୃଷ୍ଟି, ବିପଏମ ହୃଷିକେଶ ବିଷୋୟୀ, ବି ଏ ମ ପ୍ରିୟରଞ୍ଜନ ପ୍ରଧାନ, ବି ଡି ଏ ମ ଅଂଶୁମାନ ପାଢ଼ୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ହୃଷିକେଶ ମହାରଣା, ଚନ୍ଦନ ପାତ୍ର, ବାବୁ ସାହୁ, ପ୍ରତାପ ଚନ୍ଦ୍ର ସ୍ୱାଇଁ,ମହିଳା ସ୍ୱାସ୍ଥ୍ୟ କର୍ମୀ,ମାୟାବତୀ ପାଣିଗ୍ରାହୀ,ଅନୁପ୍ରଭା ପଣ୍ଡା, ରିତା ବେହେରା ବବିତା ମିଶ୍ର, ନୂତନ ମହାନ୍ତି, ପ୍ରିୟଲତା ପଣ୍ଡା,ବନିତା ସେଠି, ସସ୍ମିତା ସାହୁ,ମମତା ଅଧିକାରୀ,ନିବେଦିତା ପ୍ରିୟ ଦର୍ଶିନୀ,ଉର୍ବଶୀ ପ୍ରଧାନ,ରଶ୍ମିତା ଗନ୍ତାୟତ ,ଭାଗ୍ୟଲତା, ଲଷ୍ମୀବିଶ୍ୱାଳ, ଶୁଭଶ୍ରୀ ସ୍ୱାଇଁ ,ରାଜେଶ୍ୱରୀ ଅଲଟିଆ,ଗୀତା ବଣୁଆ, ସୁଲତାଦିଦି, ଗୋମତୀ ଦିଦି, ଲାବନ୍ୟ ଦିଦି ,ସୁପରଭାଇଜ ପ୍ରଦୀପ ଡାକୁଆଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ !
Comments
Post a Comment