ମରାଡୁଗୋଛା 5tସ୍କୁଲ କୁ ତାଲା ପକା ଇଲେ ଗ୍ରାମ ବାସି
ମରାଡୁଗୋଛା 5tସ୍କୁଲ କୁ ତାଲା ପକା ଇଲେ ଗ୍ରାମ ବାସି ସୁବର୍ଣ୍ଣପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- 25/11ତରଭା ବ୍ଲକ ଅନ୍ତର୍ଗତ ମରାଡୁ ଗୋଛା ୫-ଟି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଗତକାଲି ମରାଡୁଗୋଛା ବିଦ୍ୟାଳୟରେ ବିକଳ୍ପ (optional) ଛୁଟି(ବନ୍ଦ) କୁନେଇ ବିଦ୍ୟାଳୟ ର ଅଭିଭାବକ ଓ ପରିଚାଳନା କମିଟି ସଭ୍ୟ ଙ୍କ ମଧ୍ୟ୍ୟ ଅସନ୍ତୋଷ ଦେଖା ଦେଇଛି l ଫଳରେ ଆଜି ବିଦ୍ୟାଳୟସମ୍ମୁଖରେ ଅଭିଭାବକ ଓ ଛାତ୍ରଛାତ୍ରୀ ତାଲାଦେଇ ଧାରଣାରେ ବସିଥିବା ଭଳିଆ ଅପ୍ରିତିକାର ପରିସ୍ଥିତି ଦେଖା ଦେଇଛି l ମରାଡୁଗୋଛା 5tବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଜାଣତରେ ଅଯଥାରେ ବିନାକାରଣରେ ସ୍କୁଲବନ୍ଦ ରହିବା , ସ୍କୁଲର ଉନ୍ନତିପାଇଁ ଆସିଥିବା ଅନୁଦାନକୁ ଠିକ ଭାବରେ କାର୍ଯ୍ୟକାରି ନକରି ବାଟମାରଣାହେଉଥିବା , ସ୍କୁଲରେ ଶିକ୍ଷକମାନେ ଠିକ ଭାବରେ ଶିକ୍ଷାଦାନ କରୁନଥିବା,ସ୍କୁଲ କୁ ଶିକ୍ଷକ ଶିକ୍ଷୟିତ୍ରୀ ଠିକଟାଇମ ରେ ଆଶୁ ନଥିବା,ଶ୍ରେଣିଗୃହରେ ଫାଟ ଦେଖାଦେବା ପରି ୫ଦଫାଦାବୀ ନେଇ ଗ୍ରାମବାସି ଧାରଣାରେ ବସିଛନ୍ତି ଏପରିକି ଉଚ୍ଚକତୃପକ୍ଷଙ୍କୁ ଏସବୁଦାବି ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଥିଲେ ଗ୍ରାମବାସି ଧାରଣାରେ ବସିଥିବା ବେଲେ ତରଭା ବିଡିଓ ବିନୟ...